Browsing Tag

ipl result

ଆଇପିଏଲ୍‌ : ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ହରାଇ ଆଶା ଉଜ୍ଜୀବିତ କଲା ମୁମ୍ବାଇ ଇଣ୍ଡିଆନ୍‌ସ

ମୁମ୍ବାଇ : କ୍ୟାମେରୁନ୍‌ ଗ୍ରୀନ୍‌ଙ୍କ ଦମଦାର ଶତକ ବଳରେ ଆଜି ଅତି ସହଜରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଓ୍ଵାଙ୍ଖଡ଼େ ଷ୍ଟାଡିୟମରେ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇଛିଘରୋଇ ଦଳ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୫ ଓ୍ଵିକେଟ୍‌ରେ ୨୦୦ ରନ୍‌ କରିଥିଲା ।…

ଆଇପିଏଲ୍‌ : ମୁମ୍ବାଇ ଇଣ୍ଡିଆନ୍‌ସକୁ ମାତ୍‌ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ : ରୋହିତଙ୍କୁ ହରାଇ ଦେଲେ ପନ୍ତ । ଆଜି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି । ଗୋଟିଏ ସମୟରେ ଦିଲ୍ଲୀ ହାରିଯିବା ସ୍ଥିତିରେ ଥିଲା । ହେଲେ ଲଳିତ ଯାଦବ, ଅକ୍ଷର ପଟେଲ ଓ ଶାର୍ଦ୍ଦୁଲ ଠାକୁରଙ୍କ ହିରୋଗିରି ଦଳକୁ ୧୯ତମ ଓଭରରେ ଜିତାଇ…

ଆଜି ଆଇପିଏଲରେ ରାଜସ୍ଥାନ ଠାରୁ ୩ ଉଇକେଟରେ ହାରିଗଲା ଦିଲ୍ଲୀ

ମୁମ୍ବାଇ : ଏଥର ଆଇପିଏଲ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ କଷ୍ଟ ଓ ବୋଲରଙ୍କ ପାଇଁ ସହଜ ହେଉଥିବା ଦେଖିବାକୁ ମିଳୁଛି । ଉଭୟ ଚେନ୍ନାଇ ଓ ମୁମ୍ବାଇ ପିଚ୍‌ରେ ବଡ଼ ସ୍କୋର ହେଉ ନାହିଁ । ଏହି ପରିପ୍ରେକ୍ଷୀରେ ଆଜି ମୁମ୍ବାଇ ଓ୍ଵଙ୍ଖଡ଼େ ଷ୍ଟାଡିୟମରେ ଖେଳା ଯାଇଛି ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ…

ଆଇପିଏଲ : ହାଇଦ୍ରାବାଦକୁ ୬ ରନରେ ହରାଇ ଜିତିଲା ବାଙ୍ଗାଲୋର

ଚେନ୍ନାଇ : ଆଇପିଏଲ୍‌ରେ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଲକ୍ଷ୍ୟ ଥିଲା ମାତ୍ର ୧୫୦ ରନ । ହେଲେ ବାଙ୍ଗାଲୋର ବିପକ୍ଷରେ ହାଇଦ୍ରାବାଦ ୨୦ ଓଭରରେ ୧୪୩ ରନ କରି ପାରିଲା । ଫଳରେ ଆଜି ବାଙ୍ଗାଲୋର ୬ ରନରେ ଜିତି ଚଳିତ ଆଇପିଏଲରେ ଦ୍ଵିତୀୟ ବିଜୟ…

ଆଇପିଏଲ୍‌ : ଛୋଟ ସ୍କୋର ମ୍ୟାଚ୍‌ରେ କୋଲକାତାକୁ ହରାଇ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ

ଚେନ୍ନାଇ : ଆଜି ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଦେଇଛି । ଚଳିତ ଆଇପିଏଲ୍‌ରେ ଏହା ହେଉଛି ଚାମ୍ପିଅନ୍‌ ମୁମ୍ବାଇର ପ୍ରଥମ ବିଜୟ । ୧୫୩ ରନର ଛୋଟ ଟାର୍ଗେଟ ନେଇ ମଧ୍ୟ ହାରିଗଲା କୋଲକତା । ଆଜି ଆଇପିଏଲରେ ମୁମ୍ବାଇ ୧୦ ରନରେ ବିଜୟୀ ହୋଇଛି ।…

ଆଇପିଏଲ୍‌ : ଛୋଟ ସ୍କୋର୍‌ରେ ରାଜସ୍ଥାନର ବଡ଼ ବିଜୟ, ହାରିଗଲା ହାଇଦ୍ରାବାଦ

ଦୁବାଇ : ଆଜି ରବିବାର ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସ ବିଜୟୀ ହୋଇଛି । ହାଇଦ୍ରାବାଦ ସନରାଇଜର୍ସକୁ ୫ ଓ୍ଵିକେଟ୍‌ରେ ହରାଇଛି । ରାଜସ୍ଥାନ ରୟାଲ୍‌ସ ପ୍ରଥମରୁ ଝୁଣ୍ଟି ଝୁଣ୍ଟି ମାତ୍ର ୭୮ ରନ୍‌ରେ ୫ ଓ୍ଵିକେଟ୍‌ ହରାଇଥିଲା । ତେବେ ସଞ୍ଜୁ ସାମସନ୍‌ (୨୬ ରନ୍‌), ରିୟାନ୍‌ ପରାଗ ଏବଂ…

ଆଇପିଏଲ୍ : ପୁଣି ଦିଲ୍ଲୀ କ୍ୟାପିଟାଲସ ବିଜୟରେ ମୁଖ୍ୟ ଭୂମିକା ନେଲେ ବୋଲର ରାବଡା

ଶାରଜା : ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଆଉ ଏକ ଚମତ୍କାର ବିଜୟ ହାସଲ କରିଛି । ରାଜସ୍ଥାନ ରୟାଲ୍ସକୁ ୪୬ ରନ୍‌‌ରେ ହରାଇଛି । ୧୮୫ ରନ୍ ଲକ୍ଷ୍ୟର ପିଛା କରି ରାଜସ୍ଥାନ ୧୯.୪ ଓଭରରେ ୧୩୮ ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ବାଲ ୩୪, ରାହୁଲ ତେୱାତିଆ ସର୍ବାଧିକ ୩୮…

ଚେନ୍ନାଇ ସୁପର କିଙ୍ଗସକୁ ଧୂଳି ଚଟାଇଲା କୋଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି : ଚେନ୍ନାଇ ସୁପର କିଙ୍ଗସ ଆଜି ଆଇପିଏଲ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ୧୦ ରନରେ ପରାସ୍ତ ହୋଇଛି । କେକେଆର ଦେଇଥିବା ୧୬୮ ରନ୍‌ର ଲକ୍ଷ୍ୟକୁ ଚେନ୍ନାଇ ନିର୍ଦ୍ଧାରିତ ଓଭର୍‌ରେ ହାସଲ କରି ପାରିନଥିଲା । କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଓପ୍ନର…

ବୁମ ବୁମ ବୁମରାଙ୍କ ଜମାଣିଆ ବୋଲିଂ, ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି : ଯଶପ୍ରୀତ ବୁମରା ୨୦ ରନରେ ୪ ଓ୍ଵିକେଟ୍ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୫୭ ରନରେ ଜିତିଛି ମୁମ୍ବାଇ ଇଣ୍ଡିଆନ୍ସ । ରାଜସ୍ଥାନ ୧୮.୧ ଓଭରରେ ୧୩୬ ରନ କରି ଅଲ ଆଉଟ ହୋଇଯାଛି । କେବଳ ବାଟଲର ହିଁ ମୁମ୍ବାଇ ବୋଲରଙ୍କ ସଠିକ ସାମ୍ନା କରି ୪୪ ବଲରେ ୭୦ ରନ କରିଥିଲେ । ଅନ୍ୟ ସମସ୍ତେ ଫେଲ…

ଆଇପିଏଲ : ବୋଲର ସବୁ ସାରିଦେଲେ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ୫୯ ରନରେ ମାତ ଦେଲା ଦିଲ୍ଲୀ କ୍ୟାପିଟାଲସ

ଦୁବାଇ : ରାବଡା ୪ ଉଇକେଟ ନେଇ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ବ୍ୟାଟିଂ ଦୁର୍ଗକୁ ଧ୍ୱସ୍ତ କରିଦେଲେ । ଫଳରେ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲସ ୫୯ ରନ ବ୍ୟବଧାନରେ ପରାସ୍ତ କରି ଆଉ ଏକ ଜୋରଦାର ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲସ ପ୍ରଥମେ ବ୍ୟାଟିଂ କରି ୪ ଉଇକେଟରେ ୧୯୬ ରନ କରିବା ପରେ…

ଆଇପିଏଲ : ସନ ରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ହରାଇଲା କୋଲକାତା ନାଇଟ ରାଇଡ଼ର୍ସ

ଆବୁଧାବି : ଆଜି ଆଇପିଏଲରେ କୋଲକାତା ନାଇଟ ରାଇଡ଼ର୍ସ ୭ ଉଇକେଟରେ ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୪ ଉଇକେଟରେ ୧୪୨ ରନ କରିଥିଲା ହାଇଦ୍ରାବାଦ ଦଳ । କୋଲକାତା ଶୁଭମାନ ଗିଲଙ୍କ ଅପରାଜିତ ୭୦ (୬୨ ବଲ, ୫ ଚୌକା, ୨…

ଆଇପିଏଲ ୨୦୨୦ : ପୁଣି ଫ୍ଲପ ମାରିଲା ଧୋନିଙ୍କ ଚେନ୍ନାଇ, ଦିଲ୍ଲୀ କ୍ୟାପିଟାଲସ ଠାରୁ ୪୪ ରନରେ ପରାସ୍ତ

ଦୁବାଇ : ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ଝଟକା । ଆଇପିଏଲ ୨୦୨୦ର ଆଜିର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ଦିଲ୍ଲୀ କ୍ୟାପିଟାଲସ ୪୪ ରନରେ ପରାସ୍ତ କରିଛି । ସବୁଥର ଭଳି ଧୋନି ଆଜି ମଧ୍ୟ ଟସ ଜିତି ପ୍ରଥମେ ଫିଲଡିଂ ନେଇଥିଲେ । ହେଲେ ଦିଲ୍ଲୀ କ୍ୟାପିଟାଲସର ପ୍ରଥମ ଭାଗ…