ଟସ୍ ଜିତିଲା ଇଂଲଣ୍ଡ, ଫିଲ୍ଡିଂ କରିବା ପାଇଁ ଭାରତକୁ ଆମନ୍ତ୍ରଣ

ସୁପର ସଣ୍ଡେରେ ଆଜି ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ । ସେମିଫାଇନାଲ ରେସରେ ରହିବାକୁ ହେଲେ ଇଂଲଣ୍ଡକୁ ଆଜିର ମ୍ୟାଚ୍ ଯାହା ବି ହେଲେ ଜିତିବାକୁ ପଡିବ । ଭାରତୀୟ ମାନଙ୍କ ମଧ୍ୟରେ ଇଣ୍ଡିଆର ସମସ୍ତ ମ୍ୟାଚକୁ ନେଇ ଉତ୍ସାହ ରହିଥାଏ।ଏହି ପଡିଆରେ ଭାରତର ରେକର୍ଡ ବହୁତ ଭଲ ରହିଛି । ଗତ ୬ ବର୍ଷ ହେଲା ଭାରତ ଏଠାରେ ଗୋଟିଏ ମଧ୍ୟ ମ୍ୟାଚ ହାରିନାହିଁ । ଭାରତକୁ ଲଗାତାର ୫ବର୍ଷ ଧରି ଏଠାରେ ବିଜୟ ମିଳିଛି । ଆଜିର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଏହାସହ ସେ ଭାରତକୁ ଫିଲ୍ଡିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.