Below header

ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ୱକପ୍ କ୍ଵାଲିଫାୟାର ମ୍ୟାଚ୍: ଭାରତ-କତାର ମୁହାଁମୁହିଁ

ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ୱକପ୍ କ୍ବାଲିଫାୟାର ମ୍ୟାଚ । ମୁହାଁମୁହିଁ ହେବେ ଭାରତ-କତାର । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ସୁନୀଲ ଛେତ୍ରିଙ୍କ ନେତୃତ୍ବରେ କଳିଙ୍ଗରେ କମାଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ ।

ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ୱକପ୍ କ୍ଵାଲିଫାୟାର ମ୍ୟାଚ । ମୁହାଁମୁହିଁ ହେବେ ଭାରତ-କତାର । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ସୁନୀଲ ଛେତ୍ରିଙ୍କ ନେତୃତ୍ୱରେ କଳିଙ୍ଗରେ କମାଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ ।

ବିଜୟ ଅଭିଯାନ ଜାରି ରଖିବାକୁ ରଣନୀତି କରିଛି । କଳିଙ୍ଗ ଷ୍ଟାଡିୟମରେ ଝାଳବୁହା ଅଭ୍ୟାସ କରିଛି ଭାରତୀୟ ଟିମ୍ । ବିଜୟରୁ ଫୁଟବଲ୍ କ୍ଵାଲିଫାୟାର ଅଭିଯାନ ଆରମ୍ଭ କରିଥିଲା ଭାରତ ।

ଗ୍ରୁପ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ କ୍ୱେତକୁ ୧-୦ରେ ହରାଇଥିଲା । ଭାରତ ସହ ଗୋଟିଏ ଗ୍ରୁପରେ ଅଛନ୍ତି କ୍ବେତ, କତାର ଓ ଆଫଗାନିସ୍ତାନ । ଆସନ୍ତାକାଲିର ମୁକାବିଲାକୁ ନେଇ ଫୁଟବଲ ପ୍ରେମୀଙ୍କ ଭିତରେ ଉତ୍ସାହ ଭରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.