ଘରେ ରହି ଟଏଲେଟ ପେପର ଚ୍ୟାଲେଞ୍ଜ ନେଉଛନ୍ତି ଫୁଟବଲ ଖେଳାଳି, ଦେଖନ୍ତୁ ଭିଡିଓ

କରୋନାର ପ୍ରଭାବ ବଜାର, ପର୍ଯ୍ୟଟନ ଏବଂ ଟ୍ରାନ୍ସପୋର୍ଟ ସହ ଖେଳ ଉପରେ ବି ପଡିଥିବା ଦେଖାଯାଉଛି। କ୍ରିକେଟ, ଫୁଟବଲ ଭଳି ସତୁରିରୁ ଅଧିକ ବଡ଼ ଟୁର୍ନାମେଣ୍ଟ ଏବଂ ଲିଗ ରଦ୍ଦ କିମ୍ବା ସ୍ଥଗିତ ହୋଇଯାଇଛି । ଚୀନ, ଇଟାଲୀ, ସ୍ପେନ ଏବଂ ଆମେରିକା ସହ ବିଶ୍ୱର ଅନେକ ସ୍ଥାନରେ ଘରେ କଏଦ ହେବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି ।

 

View this post on Instagram

 

#StayAtHome #ITrainAtHome

A post shared by R I C A R D P U I G (@riquipuig) on

ଏହାରି ଭିତରେ ଫୁଟବଲ ଖେଳାଳିମାନେ ଘରେ ରହି ଟଏଲେଟ ପେପର ଚ୍ୟାଲେଞ୍ଜ ନେଉଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଏଫସି ବାର୍ଷିଲେନାର ରିକି ପୁଇଗ ଏବଂ ରିୟଲ ମେଡ୍ରିଡର ବ୍ରାହିମ ଡିୟାଜ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.