Below header

WWFରେ ଆଉ ନାହାନ୍ତି ଜନ୍‌ ମୋକ୍ସଲୀ, ଯୋଗ ଦେଲେ ଏଇଡବଲ୍ୟୁରେ

ପୂର୍ବତନ ବିଶ୍ୱ ଚାମ୍ପିଅନ୍‌ ଜନ୍‌ ମୋକ୍ସଲୀ ଗତ ବର୍ଷରୁ WWFରୁ ବାହାରି ଆସିଛନ୍ତି । ଯଦିଓ ତାଙ୍କୁ ଏଥିରେ ରହିବା ପାଇଁ ଭଲ ଅର୍ଥ ଯଚା ଯାଇଥିଲା ତେବେ ସେ କିଛି କାରଣ ଦେଖାଇ ଏହାକୁ ଗ୍ରହଣ କରି ନାହାନ୍ତି । ସେ କହିବା କଥା ତାଙ୍କୁ ଏଥିରେ ନିଜ ଇଚ୍ଛାରେ କିଛି କରିବାକୁ ସ୍ୱାଧୀନତା ଦିଆଗଲା ନାହିଁ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ WWFରୁ ଓହରିବା ପରେ ମୋତେ ଭାରି ଖୁସି ଓ ମୁକ୍ତ ଲାଗୁଛି ।

JHON MOXLEY-2ଏବେ ସେ AEWରେ ଯୋଗ ଦେଇଛନ୍ତି । ତେବେ ଆଗକୁ ସେ ମାସ୍କ ପିନ୍ଧି ଲଢ଼େଇ କରିବେ ବୋଲି ଚିନ୍ତା କରୁଥିବା କହିଛନ୍ତି । ଆସନ୍ତା ଫେବ୍ରୁଆରୀ ୨୯ ତାରିଖ ଦିନ ରିଙ୍ଗରେ ତାଙ୍କର ମୁକାବିଲା ଏଇଡବଲ୍ୟୁ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ କ୍ରିସ୍‌ ଜେରିକୋଙ୍କ ସହିତ ହେବ । ଏହାକୁ ନେଇ ମୋକ୍ସଲୀ ଖୁବ୍‌ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.