ବେଙ୍ଗାଲୁରୁକୁ ୯ ଓ୍ଵିକେଟରେ ହରାଇଲା ହାଇଦ୍ରାବାଦ

କେନ୍ୟୁଜ୍(ବ୍ୟୁରୋ): ବେଙ୍ଗାଲୁରୁକୁ ୯ ଓ୍ଵିକେଟରେ ହରାଇଲା ହାଇଦ୍ରାବାଦ । ଲଗାତର ପଞ୍ଚମ ବିଜୟ ସହ ଟପ୍‌ ଫୋରରେ ପ୍ରବେଶ କରିଛି । ସବୁଠୁ ସହଜ ବିଜୟ ହାସଲ କରିଛି ହାଇଦ୍ରାବାଦ । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ୯ ଓ୍ଵିକେଟରେ ପରାସ୍ତ କରିଛି । କ୍ରମାଗତ ପଞ୍ଚମ ବିଜୟ ହାସଲ କରି ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟକୁ ଉଠିଛି ।

ବେଙ୍ଗାଲୁରୁ ଦେଇଥିଲା ମାତ୍ର ୬୯ ରନ ଟାର୍ଗେଟ । ହାଇଦ୍ରାବାଦ ୮ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ହାସଲ କରିନେଇଛି ।ଦଳ ପକ୍ଷରୁ ଓପନର ଅଭିଷେକ ଶର୍ମା ୪୭ ରନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.