ପାକିସ୍ତାନକୁ ୭ ୱିକେଟ୍ରେ ହରାଇଲା ଭାରତ, ମହିଳା T20 ବିଶ୍ୱକପ୍ରେ ଭାରତର ବିଜୟରୁ ଅଭିଯାନ ଆରମ୍ଭ
ମହିଳା T20 ବିଶ୍ୱକପ୍ରେ ଭାରତର ବିଜୟରୁ ଅଭିଯାନ ଆରମ୍ଭ । କେପଟାଉନ୍ରେ ଖେଳାଯାଇଥିବା ମ୍ୟାଚ୍ରେ ପାକିସ୍ତାନକୁ ୭ ୱିକେଟ୍ରେ ହରାଇଲା ଟିମ୍ ଇଣ୍ଡିଆ । ଭାରତ ଆଗରେ ୧୫୦ ରନ୍ର ଟାର୍ଗେଟ ରଖିଥିଲା ପାକିସ୍ତାନ ।
ମହିଳା T20 ବିଶ୍ୱକପ୍ରେ ଭାରତର ବିଜୟରୁ ଅଭିଯାନ ଆରମ୍ଭ । କେପଟାଉନ୍ରେ ଖେଳାଯାଇଥିବା ମ୍ୟାଚ୍ରେ ପାକିସ୍ତାନକୁ ୭ ୱିକେଟ୍ରେ ହରାଇଲା ଟିମ୍ ଇଣ୍ଡିଆ । ଭାରତ ଆଗରେ ୧୫୦ ରନ୍ର ଟାର୍ଗେଟ ରଖିଥିଲା ପାକିସ୍ତାନ ।
୬ଟି ବଲ୍ ବାକି ଥାଇ ସହଜ ବିଜୟ ହାସଲ କରିନେଇଛି ଭାରତୀୟ ମହିଳା ଟିମ୍ । ଜେମିମାଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଭାରତକୁ ବଡ଼ ବିଜୟ ଦେଇଛି । ଶେଫାଳି ବର୍ମା ୩୩, ରିଚା ଘୋଷ୍ ୩୧ ରନ୍ କରିଥିଲେ ।