ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର: ବାରବାଟୀରେ ହେବ ଟି-୨୦, ଜୁନ ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ଯାଚ୍

କଟକ(କେନ୍ଯୁଜ୍):ବାରବାଟୀରେ ହେବ ଟି-୨୦ ମୁକାବିଲା । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ମୁକାବିଲା । ଜୁନ ୯ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା । ଜୁନ ୯ରୁ ୧୯ ତାରିଖ ପର୍ଯ୍ୟନ୍ତି ହେବ ଟି-୨୦ ସିରିଜ ।
ଏଥିରେ ୫ଟି ମ୍ୟାଚ ଖେଳାଯିବ । ପ୍ରଥମଥର ପାଇଁ ଓଡ଼ିଶା ଆସିବ ଦକ୍ଷିଣ ଆଫ୍ରିକା । ଓସିଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବାରବାଟୀରେ ମ୍ୟାଚ୍ ଆୟୋଜନ ଖବର ନେଇ ଫ୍ୟାନ୍ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।