Below header

IPL 2020: ସ୍ତ୍ରୀ ଓ ପିଲାଙ୍କ ସହ ସମୁଦ୍ରରେ ଗାଧୋଉଥିବାର ନଜର ଆସିଲେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି

ଆଇପିଏଲର ୧୩ତମ ସିଜିନ ପାଇଁ ଖେଳାଳିମାନେ ନେଟ ପ୍ରାକ୍ଟିସ କରୁଥିବା ସହ ସେପଟେ ନିଜ ସ୍ତ୍ରୀ ଓ ପିଲାଙ୍କୁ ମଧ୍ୟ ସମୟ ଦେଉଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଟିମ ଏମିତି କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଟିମର କ୍ୟାପଟେନ ରୋହିତ ଶର୍ମା ସ୍ତ୍ରୀ ରିତିକା ଓ ଝିଅ ସମୟରାଙ୍କ ସହ ବେଳାଭୂମିରେ ବସିଥିବା ବେଳେ ପାଖରେ ଝିଅ ହସୁଥିବା ଦେଖିବାକୁ ମିଳୁଛି।

0

9

ସେହିପରି ବିସ୍ଫୋରକ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବେଳାଭୂମିରେ ମସ୍ତି କରୁଥିବା ନଜର ଆସିଛନ୍ତି। ଯାଦବଙ୍କ ସହ ତାଙ୍କ ସ୍ତ୍ରୀ ଦେବିଷା ଅଛନ୍ତି। ଏହାଛଡା ମୁମ୍ବାଇର ଆଉ ଦୁଇ ଖେଳାଳି ଉଇକେଟ କିପର ଆଦିତ୍ୟ ତରେ ଓ ବୋଲର ଧବଲ କୁଲକର୍ଣ୍ଣି ବି ନିଜ ନିଜ ସ୍ତ୍ରୀ ଏବଂ ପିଲାଙ୍କ ସହ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.