ଓଡ଼ିଆ ବ୍ୟାଡମିଣ୍ଟନ୍‌ ଷ୍ଟାର ଋତୁପର୍ଣ୍ଣା ପଣ୍ଡାଙ୍କୁ ଆଉ ଏକ ସଫଳତା, ସର୍ବଭାରତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସରେ ବିଜୟୀ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଆ ବ୍ୟାଡମିଣ୍ଟନ୍‌ ଷ୍ଟାର ଋତୁପର୍ଣ୍ଣା ପଣ୍ଡାଙ୍କୁ ଆଉ ଏକ ସଫଳତା । ବେଙ୍ଗାଲୁରୁରେ ଚାଲିଥିବା ସର୍ବଭାରତୀୟ ମାନ୍ୟତା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସରେ ବିଜୟୀ ହୋଇଛନ୍ତି ଋତୁପର୍ଣ୍ଣା। କେ. ମନୀଷାଙ୍କୁ ସାଥି କରି ଫାଇନାଲରେ ବାଜିମାତ କରିଛନ୍ତି । ଏହି ସଫଳତା ପରେ କିଟ୍‌ ଛାତ୍ରୀ ଋତୁପର୍ଣ୍ଣାଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.