ଓସିଏଲ ଟି ୨୦ କ୍ରିକେଟରେ ଓଡ଼ିଶା ପାନ୍ଥର୍ସ ଚମ୍ପିୟାନ୍, ପୁରସ୍କାର ପ୍ରଦାନ କଲେ କ୍ରୀଡ଼ା ମନ୍ତ୍ରୀ

କେନ୍ଯୁଜ୍ : ଓସିଏ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଓସିଏଲ ଟି ୨୦ କ୍ରିକେଟରେ ଓଡ଼ିଶା ପାନ୍ଥର୍ସ ଚମ୍ପିୟାନ ହୋଇଛି । ଫାଇନାଲରେ ଓଡ଼ିଶା ପାନ୍ଥର୍ସ ଓଡ଼ିଶା ଲାୟନ୍ସକୁ ୬ ଓ୍ଵିକେଟରେ ପରାସ୍ତ କରିଛି ।

ଫାଇନାଲରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ପ୍ରଜ୍ଞାନ ଓଝା ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.