Below header

ମ୍ୟାଚ ଜିତାଇବାରେ ରୋହିତ ଶର୍ମାଙ୍କ ରେକର୍ଡ଼

ମୁମ୍ବାଇ : ଗତକାଲି ୱେଷ୍ଟଇଣ୍ଡିଜ୍ ବିରୋଧରେ ଅଧିନାୟକ ରୋହିତ ଶର୍ମା ମାତ୍ର ୬ ରନ୍ କରି ଆଉଟ୍ ହେଲେ । କିନ୍ତୁ ଦଳ ଜିତିଲା ଓ ସେ ନୂଆ ରେକର୍ଡ଼ର ଅଧିକାରୀ ହେଲେ । ରୋହିତ ଏପର୍ଯ୍ୟନ୍ତ ୧୦ଟି ଟି-ଟ୍ବେଣ୍ଟି ମ୍ୟାଚରେ ଦଳର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ସେଥିରୁ ୯ଟିରେ ଭାରତ ଜିତିଛି । ଯାହା ବିଶ୍ବରେ ସର୍ବାଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.