ସୋଏବଙ୍କ ତୃତୀୟ ବିବାହ ପରେ ସାନିଆଙ୍କ ପ୍ରଥମ ଇନଷ୍ଟା ପୋଷ୍ଟ, ଫ୍ୟାନ୍ସ କଲେ ପ୍ରଶଂସା

ତୃତୀୟ ବିବାହ କରିଛନ୍ତି ସୋଏବ ମଲ୍ଲିକ । ଏହାରି ମଧ୍ୟରେ ସାନିଆ ମିର୍ଜା ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ କରିଛନ୍ତି । ଟେନିସ ଖେଳାଳି ସାନିଆଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସାନିଆଙ୍କୁ ଛାଡପତ୍ର ଦେଇ ତୃତୀୟ ବିବାହ କରିଛନ୍ତି ସୋଏବ ମଲ୍ଲିକ । ଏହାରି ମଧ୍ୟରେ ସାନିଆ ମିର୍ଜା ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ କରିଛନ୍ତି । ଟେନିସ ଖେଳାଳି ସାନିଆଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସାନିଆଙ୍କ ଫଟୋ ପୋଷ୍ଟ କରିଛନ୍ତି ।

ଏହି ଫଟୋରେ ସାନିଆ ମିର୍ଜା ଗ୍ରେ କଲର ଆଉଟଫିଟରେ ବ୍ଲୁ କଲରର କୋଟ୍‌ ପିନ୍ଧିଥିବା ନଜର ଆସିଛନ୍ତି । ଏହାସହିତ ଦର୍ପଣ ଆଗରେ ନିଜର ରିଫ୍ଲେକସନ ଦେଖୁଥିବା ନଜର ଆସିଛନ୍ତି । ଏହା ସହିତ ଫଟୋ କ୍ୟାପସନରେ ‘ରିଫ୍ଲେକ୍ଟେ’ ମଧ୍ୟ ଲେଖିଛନ୍ତି । ସାନିଆଙ୍କ ଲୁକ୍‌ ଏବଂ ସାହସକୁ ଦେଖି ଫ୍ୟାନ୍ସ ଖୁବ ପ୍ରଶଂସାର କରିଛନ୍ତି । କମେଣ୍ଟରେ ଫ୍ୟାନ୍ସ ପ୍ରତିକ୍ରିୟା ଦେଉଛନ୍ତି ।

 

View this post on Instagram

 

A post shared by Sania Mirza (@mirzasaniar)

ସାନିଆଙ୍କୁ ପ୍ରଶଂସା କରି ୟୁଜର୍ସ ଲେଖିଛନ୍ତି, ରିଫ୍ଲେକ୍ସନ ଦୁଇ ଶବ୍ଦ କହୁଛି..କ୍ଲାସ ଏବଂ ସମ୍ମାନ ।

ଅନ୍ୟ ଜଣେ ଲେଖିଛନ୍ତି, ଶକ୍ତି ଏବଂ ଗ୍ରେସ… ଆପଣଙ୍କ ଚୁପ୍‌ ରହିବା ବହୁତ କମାଲ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.