Below header

କ୍ରିକେଟର ସୁରେଶ ରାଇନାଙ୍କ ଘରକୁ ଆସିଲା ନୂଆ ଅତିଥି, ଛୁଟିଲା ଶୁଭେଚ୍ଛାର ସୁଅ

ଭାରତୀୟ କ୍ରିକେଟ ଅଲରାଉଣ୍ଡର ସୁରେଶ ରାଇନା ପୁଣିଥରେ ବାପା ହୋଇଛନ୍ତି । ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଛି । ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହାସହିତ ରାଇନା ସ୍ତ୍ରୀ ଓ ନବଜାତକର ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋ ସେୟାର କରିବା ପରେ ତାଙ୍କୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ସୂଚନା ଥାଉ କି, ରାଇନା ପାଖାପାଖି 2 ବର୍ଷ ହେବ ଟିମ ଇଣ୍ଡିଆରେ ଖେଳୁ ନାହାନ୍ତି । ରାଇନାଙ୍କୁ ମିଷ୍ଟର ଆଇପିଏଲ ବି କୁହାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.