Browsing Tag

suresh raina

ଧୋନି ଛୋଟେଇ ଛୋଟେଇ ଚାଲୁଥିବା ଦେଖି ହାତ ଧରିଦେଲେ ରାଇନା, ଭିଡିଓ ଭାଇରଲ

ମହେନ୍ଦ୍ର ସିଂ ଧୋନି ଆଇପିଏଲ୍‌ ୨୦୨୪ରେ ମଇଦାନରେ ବ୍ୟାଟିଂ ଏବଂ ଓ୍ଵିକେଟକିପିଂରେ କମାଲ କରୁଛନ୍ତି । ଧୋନିଙ୍କୁ ଦେଖି ଲାଗୁନି କି କୌଣସି ସମସ୍ୟାରେ ରହିଛନ୍ତି ବୋଲି । କିନ୍ତୁ ଚେନ୍ନାଇ ସୁପରକିଙ୍ଗସର ପ୍ରତ୍ୟେକ ମ୍ୟାଚ ପରେ ଧୋନି ଛୋଟେଇ ଛୋଟେଇ ଚାଲୁଥିବାର ନଜର ଆସିଛନ୍ତି । ୧୪…

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ କ୍ରିକେଟ ଜଗତ ଦେଲା ଶ୍ରଦ୍ଧାଞ୍ଜଳି, ସ୍ୱେହାଗ-ଧଓ୍ଵନ-ରାଇନା କଲେ ଟ୍ଵିଟ୍‌

ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋ ୫୮ ବର୍ଷ ବୟସରେ ହୋଇଛି। ରାଜୁ ଶ୍ରୀବାସ୍ତବ ୧୦ ଅଗଷ୍ଟରୁ ହୃଦଘାତର ଶିକାର ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଜିମରେ ଥିବା ବେଳେ ହାର୍ଟ ଆଟାକ ଶିକାର ହୋଇଥିଲେ। ତା’ ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ତାଙ୍କର…

କ୍ରିକେଟରୁ ସଂପୂର୍ଣ୍ଣ ସନ୍ନ୍ୟାସ ନେଲେ ସୁରେଶ ରାଇନା, ଆଇପିଏଲ ବି ଖେଳିବେନି

ଟିମ୍‌ ଇଣ୍ଡିଆର ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଭାରତୀୟ କ୍ରିକେଟରୁୁ ବାଏ ବାଏ କହିଛନ୍ତି।  ସୁରେଶ ରାଇନା ଘୋଷଣା କରିଛନ୍ତି ଯେ, ସେ ବିସିସିଆଇ ସହିତ ଜଡିତ କୌଣସି ଟୁର୍ଣ୍ଣାମେଣ୍ଟର ଅଂଶ ରହିବେ ନାହିଁ।  ଖବର ଅନୁଯାୟୀ, ସୁରେଶ ରାଇନା ବିସିସିଆଇ ଏବଂ ଉତ୍ତରପ୍ରଦେଶ କ୍ରିକେଟ୍…

ସୁରେଶ ରାଇନାଙ୍କ ଫଟୋରେ କ୍ଷୀର ଏବଂ ଦୀପ ଅର୍ପଣ କରୁଥିବାର ନଜର ଆସିଲେ ଫ୍ୟାନ୍‌, ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ଖେଳାଳି ସୁରେଶ ରାଇନା ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କିନ୍ତୁ ତାଙ୍କ ଫ୍ୟାନ୍‌ ଫଲୋଇଂ ଏବେ ବି କମିନାହିଁ। ନିକଟରେ ସୁରେଶ ରାଇନାର ଏକ ଭିଡିଓ ଭାଇରଲ ହୋଇଥିଲା। ଯେଉଁଥିରେ ରାଇନାଙ୍କର ଜଣେ ଫ୍ୟାନ୍‌ ତାଙ୍କ ଫଟୋକୁ ପୂଜା…

ମାଳଦ୍ୱୀପରେ ସ୍ପୋଟର୍ସ ଆଇକନ୍‌ ସମ୍ମାନରେ ସମ୍ମାନିତ ହେଲେ ରାଇନା, ୧୬ ଜଣ ଖେଳାଳିଙ୍କୁ ପକାଇଲେ ପଛରେ

ସୁରେଶ ରାଇନାଙ୍କୁ ଆଇପିଏଲ୍‌ରେ ଖେଳିବାକୁ ସୁଯୋଗ ମିଳିନଥିଲା କିନ୍ତୁ ପରେ ଆଇପିଏଲରେ କେମେଣ୍ଟ୍ରି କରିବା ପାଇଁ ସୁଯୋଗ ମିଳିଥିଲା। ହେଲେ ଏବେ ମାଳଦ୍ୱୀପରେ ସୁରେଶ ରାଇନାଙ୍କୁ ବଡ ସମ୍ମାନ ମିଳିଛି। ମାଳଦ୍ୱୀପରେ ସୁରେଶ ରାଇନାଙ୍କୁ ସ୍ପୋଟର୍ସ ଆଇକନ ଭାବେ ଚୟନ କରାଯାଇଛି। ଏହି ସମ୍ମାନ ପାଇଁ…

ବ୍ୟାଟ୍‌ ନୁହେଁ କଥାରେ ଦର୍ଶକଙ୍କ ମନୋରଂଜନ କରିବେ ରାଇନା, ରବିଶାସ୍ତ୍ରୀଙ୍କ ସହିତ କରିବେ କମେଣ୍ଟ୍ରି

ମିଷ୍ଟର ଆଇପିଏଲ୍‌ ନାମରେ ବେଶ ଜଣାଶୁଣା ସୁରଶ ରାଇନା। କିନ୍ତୁ ଚଳିତବର୍ଷ ଆଇପିଏଲରେ ତାଙ୍କୁ କୌଣସି ଦଳ କିଣିନଥିଲା। ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ରାଇନା କିଣିନଥିଲା। ନିଲାମୀ ସରିବା ପରେ କିଛି ଖେଳାଳି ନିଜ ନାମ ଫେରାଇ ନେଇଥିଲେ ଆଉ କେତେକ ଆଶାରେ ଥିଲେ ନିଶ୍ଚିତ ଭାବେ କୌଣସି ଟିମ୍‌…

CSK ହାତ ଛାଡିବା ପରେ ଆଇପିଏଲରେ ରାଇନାଙ୍କୁ ଏଣ୍ଟ୍ରି ଦେଇପାରେ ଏହି ଟିମ୍‌, ଭାଇରଲ ହେଉଛି ଫଟୋ

ଚଳିତ ଆଇପିଏଲ ୨୦୨୨ ସିଜିନ ପାଇଁ ନିଲାମୀ ସରିଯାଇଛି। ଆଉ ସବୁ ଖେଳାଳିଙ୍କ ମଧ୍ୟ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ସୁରେଶ ରାଇନାଙ୍କୁ କେବଳ ଚେନ୍ନାଇ ନୁହେଁ ଅନ୍ୟ କୌଣସି ଟିମ୍‌ ମଧ୍ୟ କିଣିନଥିଲା। ଯାହାକୁ ନେଇ ବହୁତ ମନ ଦୁଃଖ କରିଥିଲେ ରାଇନା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ…

ରଣଜୀ ମ୍ୟାଚ ଚାଲୁଥିବା ବେଳେ ହଠାତ୍‌ ପଡିଆକୁ କାର୍‌ ନେଇ ପଶିଗଲେ ବ୍ୟକ୍ତି, ଈଶାନ୍ତ ଶର୍ମା ଓ ରାଇନା କଲେ ଟ୍ଵିଟ୍‌

କ୍ରିକେଟ ଖେଳ ସମୟରେ ଆପଣ ବିଭିନ୍ନ ପ୍ରକାର ମଜାଳିଆ ଘଟଣା ନିଶ୍ଚିତ ଦେଖିଥିବେ କିମ୍ବା ଶୁଣିଥିବେ। ଖେଳ ସମୟରେ ପିଚ୍‌ ମଧ୍ୟକୁ କିଏ ଦୌଡି ଆସିବା, କୁକୁର ପଶିଯିବା, ସାପ ପଶିଯିବା, ବୋତଲ ଫୋପାଡିବା ଖବର ଆପଣ ଜାଣିଥିବେ। କିନ୍ତୁ କେବେ ଖେଳ ଚାଲିଥିବା ବେଳେ ପଡିଆକୁ କିଏ କାର ଧରି ପଶିଆସିବା…

ସୁରେଶ ରୈନାଙ୍କ ବାପାଙ୍କ ନିଧନ; ଏମିତି ସଂଘର୍ଷ କରି ପୁଅକୁ କରିଥିଲେ କ୍ରିକେଟର…

ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ସୁରେଶ ରୈନାଙ୍କ ବାପା ତ୍ରିଲୋକଚାନ୍ଦ ରୈନାଙ୍କର ଆଜି ରବିବାର ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇ ଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ତ୍ରିଲୋକଚାନ୍ଦ ରୈନା ଜଣେ ସେନା ଅଧିକାରୀ ଥିଲେ, ଯିଏକି, ଆର୍ଡନେନ୍ସ କାରଖାନାରେ…

ଆଇପିଏଲ-୨୦୨୨ରେ ଯଦି ମାହି ଯୋଗ ନଦିଅନ୍ତି, ମୁଁ ବି ଖେଳିବି ନାହିଁ: ସୁରେଶ ରୈନା

ପୂର୍ବତନ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ସହଯୋଗୀ ଖେଳାଳି ସୁରେଶ ରୈନା ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ମହେନ୍ଦ୍ର ସିଂହ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୨ରେ ଅନୁପସ୍ଥିତ ରହିବେ ତା’ ହେଲେ ମୁଁ ମଧ୍ୟ…

ପୁଅ ରିଓର ପ୍ରଥମ ଜନ୍ମଦିନରେ ଇମୋଶନାଲ୍‌ ପୋଷ୍ଟ କଲେ ସୁରେଶ ରୈନା, ଦୁଇଦିନ ପରେ ପତ୍ନୀ ପ୍ରିୟଙ୍କା ବି ଲେଖିଲେ ଏମିତି…

ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ପୁଅ ରିଓକୁ ୨୩ ମାର୍ଚ୍ଚରେ ୧ ବର୍ଷ ପୂରିଛି। ଏହି ଖାସ୍‌ ଅବସରରେ ରୈନା ପୁଅ ସହିତ କିଛି ଫଟୋ ଶେୟାର କରି ଏକ ଇମୋଶନାଲ୍‌ ପୋଷ୍ଟ କରିଥିଲେ। ରୈନାଙ୍କ ଏହି ପୋଷ୍ଟକୁ ଖୁବ୍‌ ପସନ୍ଦ କରାଯାଇଥିଲା। ଏବେ ପୁଅ ଜନ୍ମଦିନର ଦୁଇଦିନ ପରେ…

ନାଇଟ୍‌ କର୍ଫ୍ୟୁରେ ପାର୍ଟି କରି ଗିରଫ ହେଲେ ସୁରେଶ ରାଇନା, ଆହୁରି ୩୪ ଜଣଙ୍କ ଉପରେ ରୁଜୁ ହେଲା ମାମଲା

ଦେଶରେ ଛଅ ମାସ ପରେ ମଙ୍ଗଳବାର ଦିନ ପୁଣି ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ତେଣୁ ମୁମ୍ବାଇ ସମେତ ଅନ୍ୟ କିଛି ସହରରେ ଏବେ ବି କରୋନା ସଂକ୍ରମଣକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଜାରି କରାଯାଉଛି। ସୂଚନା ମୁତାବକ ମୁମ୍ବାଇରେ ୨୨ ଡିସମ୍ବେର ଠାରୁ ୫ ଜାନୁୟାରୀ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ…