ନାଇଟ୍ କର୍ଫ୍ୟୁରେ ପାର୍ଟି କରି ଗିରଫ ହେଲେ ସୁରେଶ ରାଇନା, ଆହୁରି ୩୪ ଜଣଙ୍କ ଉପରେ ରୁଜୁ ହେଲା ମାମଲା
ଦେଶରେ ଛଅ ମାସ ପରେ ମଙ୍ଗଳବାର ଦିନ ପୁଣି ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ତେଣୁ ମୁମ୍ବାଇ ସମେତ ଅନ୍ୟ କିଛି ସହରରେ ଏବେ ବି କରୋନା ସଂକ୍ରମଣକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଜାରି କରାଯାଉଛି। ସୂଚନା ମୁତାବକ ମୁମ୍ବାଇରେ ୨୨ ଡିସମ୍ବେର ଠାରୁ ୫ ଜାନୁୟାରୀ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ…