ଧନଶ୍ରୀଙ୍କ ଜବରଦସ୍ତ ମୁଭ୍‌ସରେ ଫ୍ୟାନ୍ସ ହେଲେ ଦିୱାନା

ଟିମ ଇଣ୍ଡିଆର ସ୍ପିନ ବୋଲର ୟୁଜବେନ୍ଦ ଚହଲଙ୍କ ପତ୍ନୀ ଧନଶ୍ରୀ ଜଣେ ପ୍ରଫେସନାଲ କୋରିଓଗ୍ରାଫର । ତାଙ୍କର ଅନେକ ଡାନ୍ସିଂ ଭିଡିଓ ରହିଛି । ୟ୍ୟୁଟୁବରେ ତାଙ୍କର ନିଜ ଚ୍ୟାନେଲ ମଧ୍ୟ ରହିଛି । ତେବେ କ୍ରିକେଟରଙ୍କୁ ବିବାହ କରିବା ପରେ ଏବେ ପ୍ରତିଦିନ ତାଙ୍କ ଡାନ୍ସିଂ ଭିଡିଓ ଖୁବ ଚର୍ଚ୍ଚାରେ ରହୁଛି । ଧନଶ୍ରୀଙ୍କ ଡାନ୍ସ ଷ୍ଟେପ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥାଏ । ତାଙ୍କର ଇନଷ୍ଟାଗ୍ରାମରେ ୪ ମିଲିୟନରୁ ଅଧିକ ଫଲୋର୍ସ ଅଛନ୍ତି ।

235236346
pc: india com

ଧନଶ୍ରୀଙ୍କ ଡାନ୍ସ ମୁଭ୍‌ସରେ ସମସ୍ତେ ଦିୱାନା ହୋଇଯାଆନ୍ତି । ଏବେ ତାଙ୍କର ନୂଆ ଭିଡିଓ ଖୁବ ଚର୍ଚ୍ଚା ଧରିଛି । ଦେଖନ୍ତୁ ଏହି ଭିଡିଓ..

ଧନଶ୍ରୀଙ୍କ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ଏହାକୁ ସେ ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆସୁଛି । ଏହାକୁ ଅନେକ ସେୟାର ମଧ୍ୟ କରିଛନ୍ତି । ଧନଶ୍ରୀ ନିଜେ ଜଣେ କୋରିଓଗ୍ରାଫର ହୋଇଥିବାରୁ ତାଙ୍କର କିଛି ନା କିଛି ଡାନ୍ସ ଭିଡିଓ ସେ ପୋଷ୍ଟ କରିଥାନ୍ତି । ତେବେ ଚହଲ ଭାରତୀୟ ଟିମର ଏକ ଦମଦାର ବୋଲର୍ସ ହେବା ସହ ଲିମିଟେଡ ଓଭର ସିରିଜରେ ତାଙ୍କର ଦମଦାର ପ୍ରଦର୍ଶନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.