Below header

ହକି ବିଶ୍ୱକପ୍‌ : ଆଜି ଦୁଇଟି ପୁଲ-ବି ମ୍ୟାଚ୍

ଭୁବନେଶ୍ବର (କେନ୍ଯୁଜ୍) : ଆଜି ହକି ବିଶ୍ୱକପ୍‌ରେ ଦୁଇଟି ମ୍ୟାଚ୍ ଖେଳାଯିବ । ଦୁଇଟି ଯାକ ପୁଲ୍‌-ବି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ । ସଂଧ୍ୟା ୫ଟାରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ଇଂଲଣ୍ଡ ଓ ଚୀନ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ । ସଂଧ୍ୟା ୭ଟାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।

hockey

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.