Below header

ଆଜି କ୍ରିକେଟର କୋହଲିଙ୍କ ଜନ୍ମଦିନ, ଛୁଟୁଛି ଫ୍ୟାନଙ୍କ ଶୁଭେଛା

୩୫ ବର୍ଷରେ ପଦାର୍ପଣ କରିଛନ୍ତି କୋହଲି । ୨୦ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିଥିବା ବିରାଟ ଆଜି କ୍ରୀଡା ଦୁନିଆରେ ବହୁ ବଡ଼ ନାଁ । ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ବିରାଟ ।

କେନ୍ୟୁଜ୍(ବ୍ୟୁରୋ): ଆଜି କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ। ୩୫ ବର୍ଷରେ ପଦାର୍ପଣ କରିଛନ୍ତି କୋହଲି । ୨୦ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିଥିବା ବିରାଟ ଆଜି କ୍ରୀଡା ଦୁନିଆରେ ବହୁ ବଡ଼ ନାଁ । ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ବିରାଟ । ୱାନ ଡେ କ୍ରିକେଟ ହେଉକି ଟି 20 ଇଣ୍ଟନ୍ୟାସନାଲ କ୍ରିକେଟ ସବୁଥିରେ ଦମଦାର ପ୍ରଦର୍ଶନ କରିଛନ୍ତି ବିରାଟ । ୨୦୦୮ ଅଗଷ୍ଟ ୧୮ରେ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ ବିରାଟ । ସେବେଠାରୁ ଏବେ ଯାଏ ସେ ୧୩ହଜାର ୫୨୫ ରନ କରିଛନ୍ତି । ବିରାଟଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଫ୍ୟାନଙ୍କ ଶୁଭେଛା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.