ବିଶ୍ୱକପ୍‌ ଖବର, ଅଷ୍ଟ୍ରେଲିଆ କଲା ୩୮୧/୫

୧-ଚଳିତ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ କମିଟି ମୁଖ୍ୟ ପଦବିରୁ ଇସ୍ତଫା ଦେଇଛନ୍ତି ମୋହସିନ୍‌ ଖାନ୍‌ ।
୨-ପ୍ରଥମଥର ବିଶ୍ୱକପ୍‌ରେ ୪ ଜଣ ଓ୍ଵିକେଟ୍‌ କିପରଙ୍କୁ ନେଇ ଖେଳିବ ଭାରତୀୟ ଦଳ । ଧୋନି, କାର୍ତ୍ତିକ, ପନ୍ତ ଓ ଲୋକେଶ ରାହୁଲ ।
୩-ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଫା ଡୁ ପ୍ଲେସିସ୍‌ କହିଛନ୍ତି, ଆମେ ସବୁ ପ୍ରକାର ଚେଷ୍ଟା କଲୁ ହେଲେ ପାରିଲୁ ନାହିଁ ।
୪-ଆଜିର ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆ ଓପ୍ନର ଡେଭିଡ୍‌ ଓ୍ଵାର୍ଣ୍ଣର ୧୪୭ ବଲ୍‌ରେ ୧୬୬ ରନ୍‌ କରିଛନ୍ତି । ଦଳ ବାଂଲାଦେଶ ଆଗରେ ୩୮୨ ରନ୍‌ର ଟାର୍ଗେଟ୍‌ ରଖିଛି ।

Leave A Reply

Your email address will not be published.