ପଦାର୍ପଣ ମ୍ୟାଚ୍‌ରେ ଦମ୍ ଦେଖାଇଲେ ଯଶସ୍ଵୀ ଜୟସଓ୍ଵାଲ୍ : ଚମତ୍କାର ଶତକ ମାରି ରଚିଲେ ଇତିହାସ

ନିଜର ପ୍ରଥମ ଟେଷ୍ଟରେ କମାଲ କଲେ ଯଶସ୍ୱୀ ଜୟସ୍ୱାଲ । ରୋହିତ ଶର୍ମା ଓ ଯଶସ୍ୱୀଙ୍କ ଚମତ୍କାର ଶତକ ବଳରେ ଏବେ ଭାରତ ସୁଦୃଢ଼ ସ୍ଥିତିରେ । ଫଳରେ େଓ୍ଵଷ୍ଟଇଣ୍ଡିଜ୍‌ ସହ ଚାଲିଥିବା ପ୍ରଥମ ଟେଷ୍ଟରେ ରୋହିତ ଓ ଜୟସ୍ୱାଲଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ମ୍ୟାଚ୍‌ ଏବେ ଭାରତ ନିୟନ୍ତ୍ରଣରେ ।

ପଦାର୍ପଣ ମ୍ୟାଚ୍‌ରେ ଦମ୍ ଦେଖାଇଲେ ଯଶସ୍ଵୀ ଜୟସଓ୍ଵାଲ୍। ମାରିଲେ ବଡ଼ ଶତକ । ରୋହିତ ଶର୍ମା ଓ ଯଶସ୍ୱୀଙ୍କ ଚମତ୍କାର ଶତକ ବଳରେ ଏବେ ଭାରତ ସୁଦୃଢ଼ ସ୍ଥିତିରେ । ଫଳରେ େଓ୍ଵଷ୍ଟଇଣ୍ଡିଜ୍‌ ସହ ଚାଲିଥିବା ପ୍ରଥମ ଟେଷ୍ଟରେ ରୋହିତ ଓ ଜୟସ୍ୱାଲଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ମ୍ୟାଚ୍‌ ଏବେ ଭାରତ ନିୟନ୍ତ୍ରଣରେ । ଅଧିନାୟକ ରୋହିତ ଶର୍ମା ଓ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଚମତ୍କାର ଶତକୀୟ ବ୍ୟାଟିଂ ବଳରେ ଭାରତ ପ୍ରଥମ ଓ୍‌୍ଵିକେଟ୍‌ରେ ୨୨୯ ରନ୍‌ର ବଡ଼ ଭାଗିଦାରୀ କରିଥିଲେ ।

ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ଦୁଇ ଓ୍ଵିକେଟ ହରାଇ କରିଛି ୩୧୨ ରନ । ଜୟସ୍ୱାଲ ୧୪୩ ରନ କରି ଅପରାଜିତ ଅଛନ୍ତି । ରୋହିତ ଶର୍ମା ୧୦୩ ରନ କରି ଆଉଟ୍‌ ହୋଇଥିବା ବେଳେ ଶୁବମନ ଗିଲ ମାତ୍ର ୬ ରନରେ ଆଉଟ ହୋଇଥିଲେ । ବିରାଟ କୋହଲି ୩୬ ରନ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନ ସ୍ପିନର ଅଶ୍ୱିନଙ୍କ ୫ ଓ୍ଵିକେଟ୍‌ ଏବଂ ଜାଡେଜାଙ୍କ ୩ ଓ୍ଵିକେଟ୍‌ ଦଖଲ ଯୋଗୁ େଓ୍ଵଷ୍ଟଇଣ୍ଡିଜ୍‌ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିଲା । .

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.