ଭାବି ସ୍ତ୍ରୀ ଧନଶ୍ରୀ ଖୋଲା କେଶରେ ଏମିତି ଦେଖାଇଲେ ଜଲୱା, ପ୍ରତିକ୍ରିୟା ନ ରଖି ରହିପାରିଲେଣି ଚହଲ, ଦେଖନ୍ତୁ Video

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ ସୋସିଆଲ ମିଡିଆରେ ନିଜ ପୋଷ୍ଟକୁ ନେଇ ବେଶ ଲୋକପ୍ରିୟ ହୋଇଯାଇଛନ୍ତି। ନିକଟରେ ସେ ସେୟାର କରିଥିବା ଏକ ପୋଷ୍ଟ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଧନଶ୍ରୀ ସ୍ଲୋ ମୋସନରେ ଭିଡ଼ିଓକୁ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଘନ ଏବଂ ଲମ୍ବା କେଶ ସହିତ ଖେଳୁଛନ୍ତି।

ଭିଡ଼ିଓ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘ଜୁଲ୍ଫ ଗେହନେରି ଶାମ ହେ କ୍ୟା, ତୋ ବତାଓ କୌନସା ଶମ୍ପୋ’। ତେବେ ଏଥିରେ ଫ୍ୟାନମାନଙ୍କର ବିଭିନ୍ନ କମେଣ୍ଟ ଆସିଛି। ସେଥିମଧ୍ୟରେ ଚହଲ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କମେଣ୍ଟ କରି ଲେଖିଛନ୍ତି, ‘ଅପଶନ କ’ଣ ଅଛି’। ଚହଲଙ୍କ ଏହି କମେଣ୍ଟ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ସୂଚନାଥାଉ କି, ୮ ଅଗଷ୍ଟରେ ଚହଲ ଓ ଧନଶ୍ରୀଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଏ ନେଇ ଚହଲ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଥିଲେ।

 

View this post on Instagram

 

Zulf gehneri shaam hai Kya 🌹 Toh batao kaunsa shampoo 👀

A post shared by Dhanashree Verma (@dhanashree9) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.