ନାବାଳକକୁ ଗୋଡାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା, ଅଭିଯୁକ୍ତ ଅଟକ

କଳାହାଣ୍ଡି(କେନ୍ଯୁଜ୍): ନାବାଳକକୁ ଗୋଡାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା ଅଭିଯୋଗ। କଳାହାଣ୍ଡି -ଥୁଆମାଳ ରାମପୁର ଥାନା ଭଟାଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତକ ହେଲେ ଅନୀଲ ମାଝୀ। ଗୁରୁତର ବଡଭାଇ ଦେବା ନନ୍ଦ ମାଝୀଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଭଟାଗୁଡ଼ା ଗାଁର ଜୟସିଂହ ଜାନୀ। ତାକୁ ଥୁଆମୂଳ ରାମପୁର ପୋଲିସ ଅଟକ ରଖିଛି। ଘଟଣାସ୍ଥଳରେ ପୋଲିସ ତଥା ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.