ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଜାରି

ଆଠଗଡ଼: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଜାରି କରାଯାଇଛି। ମନ୍ଦିର ଚାରିପଟେ ଓ ମୁଖ୍ୟ ରାସ୍ତାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯିବା ସହ ପୋଲିସ ପକ୍ଷରୁ କଡା ପହରା ଦିଆଯାଇଛି।

କୌଣସି ଭକ୍ତ ଆଖପାଖ ଅ଼ଚଳରେ କିମ୍ବା ରାସ୍ତାରେ ଠିଆ ହୋଇପାରିବେନି। ଭକ୍ତଙ୍କ ପାଇଁ ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ ରଖାଯାଇଥିବାବେଳେ ସ୍ଥାନୀୟ ସେବାୟତଙ୍କ ଦ୍ୱାରା ସମସ୍ତ ରୀତିନୀତି କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.