ଘଟଗାଁ :ବାସି ଖାଦ୍ୟ ଖାଇ ୧୫ଶିଶୁ ଅସୁସ୍ଥ

ଘଟଗାଁ : ବାସି ଖାଦ୍ୟ ଖାଇ ୧୫ଶିଶୁ ଅସୁସ୍ଥ ହୋଇଛନ୍ତି। ଘଟଣାଟି ଘଟିଛି ପାଟଣା ବ୍ଲକ ଅନ୍ତର୍ଗତ ବିହାଣୀସାହି ଗାଁ ରେ । ସୂଚନା ଅନୁଯାୟୀ ଗାଁ ରେ ଗତକାଲି ଏକ ଭୋଜି ହୋଇଥିଲା । ଆଉ ଏହି ଭୋଜିର ବଳିଥିବା ବାସିଖାଦ୍ୟ ଆଜି ଗାଁ ର ଶିଶୁମାନଙ୍କୁ ଦିଆଯାଇଥିଲା । ତେବେ ଖାଦ୍ୟ ଖାଇବା ପରେ ଶିଶୁମାନେ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥ ଶିଶୁମାନଙ୍କୁ ଚିକିତ୍ସା ପାଇଁ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣା ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.