କାମାକ୍ଷାନଗର : ଫାଇଲେରିଆ ଔଷଧ ଖାଇ ୨୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ
କାମାକ୍ଷାନଗର (କେନ୍ୟୁଜ୍) : ବାରୁଆ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଫାଇଲେରିଆ ଔଷଧ ଖାଇ ୨୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ସେମାନଙ୍କୁ ଅଁଳାବେରଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନରେ ଖାଇବା ପରେ ପିଲାମାନଙ୍କୁ ଫାଇଲେରିଆ ଔଷଧ ଦିଆଯାଇଥିଲା । ହେଲେ ପିଲାମାନେ ଅସୁସ୍ଥ ହୋଇପଡ଼ିବାରୁ ମେଡିକାଲ ନିଆଯାଇଥିଲା ।