ଅନୁଗୁଳ ବାଲିକୁଦିଆ ଜଙ୍ଗଲରୁ ୩ ଜଣଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ବାଲିକୁଦିଆ ଜଙ୍ଗଲରୁ ୩ ଜଣଙ୍କ ମୃତ ଦେହ ଉଦ୍ଧାର । ତିନି ଜଣଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଓ ଦୁଇ ଜଣ ଯୁବକ ରହିଛନ୍ତି । ଜଣେ ବ୍ୟକ୍ତି ଜଙ୍ଗଲରୁ ଫେରିଥିବା ସମୟରେ ମୃତ ଦେହ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ମୃତକମାନେ କିଏ ଓ କେଉଁଠୁ ଆସିଲେ, ଏଠାରେ ତାଙ୍କର ମୃତ୍ୟୁ କିପରି ହେଲା ତାହା ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.