LTT ଏକ୍ସପ୍ରେସ ଦୁର୍ଘଟଣାରେ କାର୍ଯ୍ୟନୁଷ୍ଠାନ ନେଲା ଇଷ୍ଟକୋଷ୍ଟ ରେଲୱେ, ଚାରିଜଣଙ୍କୁ କଲା ନିଲମ୍ବନ

କେନ୍ୟୁଜ୍(ବ୍ୟୁରୋ): କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସର ଦୁର୍ଘଟଣାରେ କାର୍ଯ୍ୟନୁଷ୍ଠାନ ନେଇଛି ଇଷ୍ଟକୋଷ୍ଟ ରେଲୱେ। ଏହି ଘଟଣାରେ ୪ଜଣଙ୍କୁ ନିଲମ୍ବନ କରାଯାଇଛି ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି। ନିଜ କର୍ତ୍ତବ୍ୟରେ ଅବହେଳା କାରଣରୁ ନିର୍ଗୁଣ୍ଡି ଷ୍ଟେସନ ମ୍ୟାନେଜର, ମାଲବାହୀ ଟ୍ରେନର ଗାର୍ଡ,ଲୋକମାନ୍ୟ ତିଲକ ଏକ୍ସପ୍ରେସର ଲୋକପାଇଲଟ ଓ  ଆସିଷ୍ଟାଣ୍ଟ ଲୋକ ପାଇଲଟଙ୍କୁ ନିଲମ୍ବନ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.