୭ କେଜି ଗଂଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ବାଲିଗୁଡା ପୋଲିସର ଚଢ଼ାଉ l ବାଲିଗୁଡା ଥାନା ମିଡ଼ିଆପାଙ୍ଗା ବ୍ରିଜ ନିକଟରେ ୭ କେଜି ଗଂଜେଇ ଜବତ ସହ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ l

ବାଲିଗୁଡା : ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ବାଲିଗୁଡା ପୋଲିସର ଚଢ଼ାଉ l ବାଲିଗୁଡା ଥାନା ମିଡ଼ିଆପାଙ୍ଗା ବ୍ରିଜ ନିକଟରେ ୭ କେଜି ଗଂଜେଇ ଜବତ ସହ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ l

ଢୋଲ ଭିତରେ ଗଂଜେଇ ରଖି ବ୍ରିଜ ନିକଟରେ ବସକୁ ଅପେକ୍ଷା କରିଥିବା ସମୟରେ ବାଲିଗୁଡା ପୋଲିସ ଚଢ଼ାଉ କରିଥିଲା l ତିନି ଅଭିଯୁକ୍ତ ମହାରାଷ୍ଟ୍ରର ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.