ଖୋର୍ଦ୍ଧା: ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼, ଜଣେ ଗୁରୁତର ଆହତ

ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼। ଖୋର୍ଦ୍ଧା ଜଟଣୀ ତରାବଇ ଛକରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଦୁଇ ଗୋଷ୍ଠୀ ପରସ୍ପର ଉପରେ ଏକାଧିକ ବୋମାମାଡ଼ କରିଛନ୍ତି। ଏଥିରେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଖୋର୍ଦ୍ଧା (କେନ୍ୟୁଜ): ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼। ଖୋର୍ଦ୍ଧା ଜଟଣୀ ତରାବଇ ଛକରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଦୁଇ ଗୋଷ୍ଠୀ ପରସ୍ପର ଉପରେ ଏକାଧିକ ବୋମାମାଡ଼ କରିଛନ୍ତି। ଏଥିରେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ବୋମାମାଡ଼ରେ ଦୁଇଟି ବାଇକ ନଷ୍ଟ ହୋଇଯାଇଛି। ତେବେ କେଉଁ କାରଣରୁ ବୋମା ମାଡ଼ ହୋଇଛି ତାହା ନିର୍ଦ୍ଧିଷ୍ଟ ଭାବେ ଜଣାପଡ଼ିନି। ଜଟଣୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.