ଭିଜିଲାନ୍ସ ଜାଲରେ ଗଣିତ ବିଭାଗର ସହକାରୀ ପ୍ରଫେସର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣ୍ଡଗିରିସ୍ଥିତ ବାସଭବନ ଉପରେ ଚାଲିଛି ରେଡ୍

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଗଣିତ ଅଧ୍ୟାପକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜଧାନୀର ଜଣେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅଧ୍ୟାପକ ଜଣଙ୍କ ଡକ୍ଟର ପ୍ରସନ୍ନ କୁମାର ମିଶ୍ର ବୋଲି ଜଣାପଡିଛି।

ସେ ଘାଟିକିଆରେ ଥିବା କଲେଜ ଅଫ୍ ଇଂଜିନିୟିରି ଆଣ୍ଡ ଟେକ୍ନୋଲୋଜି (ସିଇଟି)ରେ ଗଣିତ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି। ଆଜି ସକାଳୁ ତାଙ୍କ ଖଣ୍ଡଗିରିସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.