CBI ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର, ଘରେ ଓ ଅଫିସରେ ଚାଲିଛି ଚଢାଉ

କଟକ(କେନ୍ୟୁଜ୍): CBI ସ୍କାନରରେ ମହିମା ମିଶ୍ର। ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ CBI ରେଡ୍‌। ମହିମା ମିଶ୍ରଙ୍କ ଘର ଓ ଅଫିସରେ ଚାଲିଛି ଚଢାଉ। କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌।

କଟକ ଓଡ଼ିଆ ବଜାର ସ୍ଥିତ ଘରେ ଚାଲିଛି ଚଢାଉ। କଟକ ଓ ପାରାଦୀପ ସ୍ଥିତ OSL ଅଫିସରେ ଏକକାଳୀନ ଚାଲିଛି ଚଢ଼ାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.