Below header

ବଦଳିଲା ସମ୍ଭାବ୍ୟ ବାତ୍ୟା ଗତିପଥର ଆକଳନ, ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ

କେନ୍ୟୁଜ୍(ବ୍ୟୁରୋ):  ଓ୍ଵିଣ୍ଡିର ୟୁରୋପିଆନ୍‌ ମଡେଲ୍‌ ECMWF ଅନୁସାରେ ବଦଳିଲା ସମ୍ଭାବ୍ୟ ବାତ୍ୟା ଗତିପଥର ଆକଳନ। ଗତକାଲି କହୁଥିଲା ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ମାଡ଼ ହେବ । ଆଜି ECMWF ଦେଖାଉଛି ଏହା ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ। ଗଙ୍ଗାସାଗରରେ ସମ୍ଭାବ୍ୟ ବାତ୍ୟା ମାଡ଼ ହେବ ବୋଲି ଆଜି ୟୁରୋପିଆନ୍‌ ମଡେଲ୍‌ ECMWF ଦେଖାଉଛି।

ସେପଟେ ଆମେରିକାନ୍‌ ମଡେଲ୍‌ GFS କିନ୍ତୁ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ ବୋଲି ଦେଖାଉଛି। ଶ୍ରୀକାକୁଲମ୍‌ ପାଖରେ ଲ୍ୟାଣ୍ଡଫଲ୍‌ ଦେଖାଉଛି। …ଏପଟେ IMD ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ସୂଚନା ଦେଇନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.