ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଟାଉନ ପ୍ଲାନିଙ୍ଗ ଅଫିସ୍‌ର କିରାଣି

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ କିରାଣି । ବଲାଙ୍ଗୀର ଟାଉନ ପ୍ଲାନିଙ୍ଗ ଅଫିସ୍‌ର କିରାଣି ଜଗଦୀପ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ । ତାଙ୍କ ଆଦର୍ଶପଡ଼ା ଘର, ପୈତୃକଘର ସମେତ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ।

ଏହି ଚଢାଉରେ ବଲାଙ୍ଗିର,ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି, ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.