Below header

ଉଦଯାପିତ ହୋଇଛି ଚନ୍ଦ୍ରଭାଗା ବେଲାଭୂମିରେ ଚାଲିଥବା ଅନ୍ତର୍ଜାତୀୟ ବାଳୁକା କଳା ଉତ୍ସବ

ପୁରୀ (କେନ୍ଯୁଜ୍) : ଉଦଯାପିତ ହୋଇଛି ଚନ୍ଦ୍ରଭାଗା ବେଲାଭୂମିରେ ଚାଲିଥବା ଅନ୍ତର୍ଜାତୀୟ ବାଳୁକା କଳା ଉତ୍ସବ । ଶେଷ ଦିନରେ ଶିଳ୍ପୀ ମାନେ ପ୍ରାଚୀନ ମନ୍ଦିର ଓ ପ୍ରାଚୀନ ସ୍ମାରକୀକୁ ବାଳୁକାକଳା ମାଧ୍ୟମରେ ପ୍ରଦର୍ଶିତ କରିଥିଲେ। ବାଲିରେ ଏଭଳି ଆକର୍ଷଣୀୟ କଳାକୃତି ପର୍ଯ୍ୟଟକ ଓ ଦର୍ଶକଙ୍କୁ ବେଶ ଆନମନା କରିଥିଲା । ଓଡ଼ିଶା ସମେତ ୧୬ ଜଣ ଭାରତୀୟ ଓ ବିଦେଶର ୬ ଜଣ ବାଳୁକା ଶିଳ୍ପୀ ୪୦ଟି ଷ୍ଟଲରେ ସେମାନଙ୍କର ବାଲୁକା କଳାକୁ ପ୍ରତିପାଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.