୨୪ ଘଣ୍ଟାରେ ଓଡ଼ିଶାରେ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 11th Oct
New Positive Cases: 103
Of which 0-18 years: 10
In quarantine: 61
Local contacts: 42(Details of local contacts will be shared by concerned District)
1. Balasore: 11
2. Bargarh: 6
3. Bhadrak: 1
4. Balangir: 1
5. Cuttack: 10
6. Deogarh: 1— I & PR Department, Odisha (@IPR_Odisha) October 12, 2022
7. Ganjam: 1
8. Jagatsinghpur: 2
9. Jajpur: 1
10. Kalahandi: 2
11. Kandhamal: 2
12. Keonjhar: 2
13. Khurda: 20
14. Koraput: 1
15. Mayurbhanj: 3
16. Nawarangpur: 3
17. Nuapada: 6
18. Puri: 6
19. Sambalpur: 3
20. Sundargarh: 17
21. State Pool: 4— I & PR Department, Odisha (@IPR_Odisha) October 12, 2022
New recoveries: 113
Cumulative tested: 33679239
Positive: 1335153
Recovered: 1325318
Active cases: 583— I & PR Department, Odisha (@IPR_Odisha) October 12, 2022
ସେହିଭଳି ବାଲେଶ୍ୱରରେ ୧୧, ବରଗଡ଼ରେ ୬, ଭଦ୍ରକରେ ୧, ବଲାଙ୍ଗୀରରେ ୧, କଟକରେ ୧୦, ଦେଓଗଡ଼ରେ ୧, ଗଞ୍ଜାମରେ ୧, ଜଗତସିଂହପୁରରେ ୨, ଯାଜପୁରରେ ୧, କଳାହାଣ୍ଡିରେ ୨, କନ୍ଧମାଳରେ ୨, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୨୦, କୋରାପୁଟରେ ୧, ମୟୂରଭଞ୍ଜରେ ୩, ନବରଙ୍ଗପୁରରେ ୩, ନୂଆପଡ଼ାରେ ୬, ପୁରୀରେ ୬, ସମ୍ବଲପୁରରେ ୩, ସୁନ୍ଦରଗଡ଼ରେ ୧୭ ଓ ଷ୍ଟେଟ ପୁଲରୁ ୪ ଜଣ ସଂକ୍ରମିତ ହୋଇଛନ୍ତି।
Also Read: ନବୀନଙ୍କ ‘ମିଶନ ଶକ୍ତି’ ପୂରଣ କରିବ କି ମହାତ୍ମାଗାନ୍ଧିଙ୍କ ସ୍ୱରାଜ ଗ୍ରାମ ଗଠନ ସ୍ୱପ୍ନ !