କେନ୍ଦ୍ରାପଡ଼ା : ବାଉଁଶ ବାଡ଼ିରୁ କୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡ଼ା : ବାଉଁଶ ବାଡ଼ିରୁ କୁମ୍ଭୀର ସହ ଅଣ୍ଡା ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅରଡ଼ ଗାଁର ସୁଶାନ୍ତ ମହାପାତ୍ରଙ୍କ ବାଡିରୁ ୧୦ଫୁଟ ଲମ୍ବର ମାଈ ବଉଳା କୁମ୍ଭୀର ସହ ୫୯ଟି ଅଣ୍ଡା ଉଦ୍ଧାର କରାଯାଇଛି । ଗ୍ରାମବାସୀମାନେ ଉଦ୍ଧାର କରିବା ପରେ ବନବିଭାଗକୁ ଖବର ଦେଇଥିଲେ। ଜମ୍ବୁ ବନବିଭାଗ ପହଞ୍ଚି କୁମ୍ଭୀର ସହ ଅଣ୍ଡାକୁ ସୁରକ୍ଷିତ ସ୍ଥାନରେ ଛାଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.