ଚିଲିକା କୂଳରେ ଡଲଫିନ୍ର ମୃତଦେହ

ବ୍ରହ୍ମଗିରି (କେ ନ୍ୟୁଜ୍) : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଠୋଲକୁଦା ଠାରେ ଚିଲିକା କୂଳରେ ମରି ପଡ଼ିଛି ବିରଳ ଡଲଫିନ୍ । ଚିଲିକାରେ ମାଛ ଧରୁଥିବା ଧୀବରମାନେ ଏହି ଡଲଫିନ୍କୁ ଆଣି ପକାଇଛନ୍ତି । ତେବେ ଡଲଫିନ୍ଟିର କିଭଳି ମୃତ୍ୟୁ ହେଲା ତାହା ଜଣାପଡ଼ି ନାହିଁ ।