ନିଶାଶକ୍ତ ବ୍ୟକ୍ତିଙ୍କ ଅଜବ କାରନାମା, ଟ୍ରାନ୍ସଫର୍ମର ଉପରେ ଚଢି ଚାଲିଗଲା ଜୀବନ

ବାଲିଗୁଡା(କେନ୍ୟୁଜ୍): ନିଶାଶକ୍ତ ବ୍ୟକ୍ତିଙ୍କ ଅଜବ କାରନାମା । ଅତ୍ୟଧିକ ମଦ୍ୟପାନ କରି ଟ୍ରାନ୍ସଫର୍ମର ଉପରେ ଚଢିଗଲେ । ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ । ଘଟଣା ଘଟିଛି ବାଲିଗୁଡ଼ା ଥାନା ଲଣ୍ଡାଗାଁରେ । ଗାଁର ବୁଡୁ ରଣା ଅତ୍ୟଧିକ ନିଶା ସେବନ କରିଥିଲେ । ଫଳରେ ଜାଣିନପାରି ଟ୍ରାନ୍ସଫର୍ମରରେ ଚଢି ଯାଇଥିଲେ । ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.