କଟକ ନୟା ସଡ଼କ ଅଞ୍ଚଳରେ ଏକ ଦୋକାନରେ ଅଗ୍ନିକାଣ୍ଡ, ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା

ଅର୍ବାନ ଇଟସ୍ ନାମକ ଏକ ବେକରୀ ଦୋକାନ ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ପ୍ରତ୍ୟେକ୍ଷଦର୍ଶୀ ।

କଟକ(କେନ୍ୟୁଜ୍): କଟକ ନୟା ସଡ଼କ ଅଞ୍ଚଳରେ ଏକ ଦୋକାନରେ ଅଗ୍ନିକାଣ୍ଡ । ଅର୍ବାନ ଇଟସ୍ ନାମକ ଏକ ବେକରୀ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ସେହିଭଳି ନିଆଁ ଲିଭାଇବା ପାଇଁ ପାଖାପାଖି ତିନୋଟି ଦମକଳ ଗାଡ଼ି ନିୟୋଜିତ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.