Below header

ଆଜି ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ଜଳ ଭଣ୍ଡାରରୁ ନିଷ୍କାସିତ ବନ୍ୟା ଜଳ

କଟକ(କେନ୍ୟୁଜ୍): ଆଜି ରାତିରେ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ଜଳ ଭଣ୍ଡାରରୁ ନିଷ୍କାସିତ ବନ୍ୟା ଜଳ। ମୁଣ୍ଡଳୀ ବ୍ୟାରେଜ ଦେଇ ପ୍ରବାହିତ ହେଉଛି ଦୁଇ ଲକ୍ଷ ୨୪ ହଜାର କ୍ୟୁସେକ୍‌ ବନ୍ୟାଜଳ । ନରାଜ ବ୍ୟାରେଜ ଦେଇ କାଠଯୋଡ଼ି ନଦୀରେ ପ୍ରବାହିତ ହେଉଛି ୮୭ ହଜାର କ୍ୟୁସେକ୍‌ ବନ୍ୟା ଜଳ।

ମହାନଦୀରେ ପ୍ରବାହିତ ହେଉଛି ଏକ ଲକ୍ଷ ୩୭ ହଜାର କ୍ୟୁସେକ୍‌ ଜଳ। ଜଳର ପରିମାଣକୁ ଦେଖି ବ୍ୟାରେଜ୍‌ ଗେଟ୍‌ ପରିଚାଳନା କରାଯିବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.