ନିଆଁ ଲିଭାଇବା ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି, ଜଣେ ଆହତ

ନିଆଁ ଲିଭାଇବା ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି। ବାଲେଶ୍ଵର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅଧୀନ ବାଳାଶ୍ରମ ନିକଟରେ ଥିବା ଫାଷ୍ଟ ଫୁଡ଼ ଦୋକାନରେ ଅଗ୍ନିକାଣ୍ଡ। ଏଥିରେ ଜଣେ ଆହତ ହୋଇଛନ୍ତି।

ବାଲେଶ୍ଵର (କେନ୍ୟୁଜ): ନିଆଁ ଲିଭାଇବା ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି। ବାଲେଶ୍ଵର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅଧୀନ ବାଳାଶ୍ରମ ନିକଟରେ ଥିବା ଫାଷ୍ଟ ଫୁଡ଼ ଦୋକାନରେ ଅଗ୍ନିକାଣ୍ଡ। ଏଥିରେ ଜଣେ ଆହତ ହୋଇଛନ୍ତି। ଆହତକୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଘଟିଛି ଏପରି ଘଟଣା । ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.