ବାଲେଶ୍ୱର, ସ୍ତ୍ରୀକୁ ପିଟି ପିଟି ହତ୍ୟାକଲା ସଇତାନ ସ୍ୱାମୀ

ବାଲେଶ୍ୱର (କେନ୍ୟୁଜ୍) : ସ୍ତ୍ରୀକୁ ହତ୍ୟାକଲା ସଇତାନ ସ୍ୱାମୀ । ବାଲେଶ୍ୱରରେ ଚାନ୍ଦିପୁର ଥାନା ଅନ୍ତର୍ଗତ ଗେଣ୍ଟା ପଦା ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଗାଁର ଅଜୟ କମିଲା ନିଜ ସ୍ତ୍ରୀ ସୁମିତ୍ରାଙ୍କୁ ହାତ ଗୋଡ଼ ବାନ୍ଧି ପିଟି ପିଟି ହତ୍ୟା କରିଛି । ପରେ ଗାଁ ଲୋକେ ତାଙ୍କୁ ପୋଲିସରେ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.