ସ୍ୱାଧୀନତା ଦିବସ ଅବସରରେ ଆଇଏନଏସ ଚିଲିକା  ଓଡ଼ିଶା ଶାଖାର ଇନ- ଚାର୍ଜ ମୁଖ୍ୟ କମୋଡରଙ୍କ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ

ଟାଙ୍ଗି(କେନ୍ୟୁଜ୍):  ଭାରତୀୟ ନୌସେନା ଅଫିସର ଇନ- ଚାର୍ଜ – ଓଡ଼ିଶା ଶାଖାର ମୁଖ୍ୟ କମୋଡର ଏନ.ପି.ପ୍ରଦୀପ ସ୍ୱାଧୀନତା ଦିବସ ଅବସରରେ ଓଡିଶା ବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ବକ୍ତବ୍ୟରେ କହିଛନ୍ତି  ଆମ ଦେଶ ସ୍ୱାଧୀନ ପାଇଁ ଯେଉଁମାନେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଓ ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ ସେମାନେ ଆମ ମାନଙ୍କ ପାଇଁ  ଚିର ନମସ୍ୟ ହୋଇ ରହିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.