Below header
Browsing Tag

ins chilika

ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ

ଆଇଏନଏସ୍ ଚିଲିକାର ତୃତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଆୟୋଜିତ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର । ୪ ବର୍ଷ ପରେ ଅଗ୍ନିବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଆଇଏନଏସରେ ଯୋଗ ଦେବେ । ଏହିଅବସରରେ ନୌସେନା ମୁଖ୍ୟ ଆଡ଼ମିରାଲ ଆର ହରିକୁମାର…

ନୌସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ଅଗ୍ନିବିର ଯବାନଙ୍କ ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼

ଚିଲିକା :  ଚିଲିକା ସ୍ଥିତ ସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ଅଗ୍ନିବିର ଯବାନଙ୍କ ଟ୍ରେନିଂ ର ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ରେ ୨୬୧୬ ଜଣ ଅଗ୍ନିବୀର ଟ୍ରେନିଂ ନେଉଥିବା…

ପାଳିତ ହେଉଛି ୧୯୭୧ ପାକିସ୍ତାନ ଯୁଦ୍ଧରେ ଭାରତର ଐତିହାସିକ ବିଜୟର ୫୦ ବର୍ଷ, INS ଚିଲିକାରେ ପହଞ୍ଚିଲା ବିଜୟ ମସାଲ

ଟାଙ୍ଗୀ(କେନ୍ୟୁଜ୍):୧୯୭୧ ମସିହାରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟର ୫୦ ବର୍ଷ ପୁରିଛି ଏହି ଅବସରରେ ଦେଶବ୍ୟାପୀ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି। ଏହି ଉପଲକ୍ଷେ ଗତ ବର୍ଷ ଡିସେମ୍ବର ୧୬ ତାରିଖ ଦିନ ଦିଲ୍ଲୀରୁ ପୁର୍ବ ଭାରତ ଉତ୍ତର ଭାରତ ଦକ୍ଷିଣ ଭାରତ ଓ ପଶ୍ଚିମ…

ସ୍ୱାଧୀନତା ଦିବସ ଅବସରରେ ଆଇଏନଏସ ଚିଲିକା  ଓଡ଼ିଶା ଶାଖାର ଇନ- ଚାର୍ଜ ମୁଖ୍ୟ କମୋଡରଙ୍କ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ

ଟାଙ୍ଗି(କେନ୍ୟୁଜ୍):  ଭାରତୀୟ ନୌସେନା ଅଫିସର ଇନ- ଚାର୍ଜ - ଓଡ଼ିଶା ଶାଖାର ମୁଖ୍ୟ କମୋଡର ଏନ.ପି.ପ୍ରଦୀପ ସ୍ୱାଧୀନତା ଦିବସ ଅବସରରେ ଓଡିଶା ବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ବକ୍ତବ୍ୟରେ କହିଛନ୍ତି  ଆମ ଦେଶ ସ୍ୱାଧୀନ ପାଇଁ ଯେଉଁମାନେ ନିଜ…

INC ଚିଲିକା ବେସରେ କାର୍ଯ୍ୟକ୍ଷମ ହେଲେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର  

ଟାଙ୍ଗୀ(କେନ୍ୟୁଜ୍):  କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସାରା ଦେଶ ବେହାଲ ।  ରାଜ୍ୟର ସ୍ଥିତି ମଧ୍ୟ  ଧିରେ ଧିରେ  ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟର ଖୋରଧା  ଜିଲ୍ଲାରୁ  ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା ଉପଖଣ୍ଡରେ ଯେତିକି କୋଭିଡ଼ କେୟାର ସେଣ୍ଟର ଅଛି   …

ଆଇଏନ୍‌ଏସ୍‌ ଚିଲିକାରେ ପାସିଂ ଆଉଟ୍‌ ପରେଡ୍‌, ସ୍ନାତକ ହାସଲ କଲେ ୪୫୫ ଜଣ ପ୍ରଶିକ୍ଷାର୍ଥୀ

ଟାଙ୍ଗି (କେ ନ୍ୟ୍ୟୁଜ୍‌) : ବାଲୁଗାଁ ନିକଟ ଆଇଏନ୍‌ଏସ୍‌ ଚିଲିକାରେ ନୌସେନା ଓ ତଟରକ୍ଷକଙ୍କର ପାସିଂ ଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ଏହି ଆକର୍ଷଣୀୟ ପରେଡ୍‌ରେ ଆଇଏନ୍‌ଏସ୍‌ ଚିଲିକାରୁ ସ୍ନାତକ ହାସଲ କରିଥିବା ୪୫୫ ଜଣ ପ୍ରଶିକ୍ଷାର୍ଥୀମାନେ ଭାଗ ନେଇଥିଲେ ।…

ବାଲୁଗାଁ: ବଡ଼କୁଳ ନିକଟ ପାନ୍ଥନିବାସରେ ଅନୁଷ୍ଠିତ ହେଲା ନୌଚାଳନା ପ୍ରତିଯୋଗୀତା, ଭାଗ ନେଲେ ୧୪୦ ଜଣ ପ୍ରତିଯୋଗୀ

ବାଲୁଗାଁ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ନିକଟ ପାନ୍ଥନିବାସଠାରେ ନୌଚାଳନା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । ଆଇ.ଏନ.ଏସ ଚିଲିକା ଦ୍ୱାରା ପ୍ରଥମ ଥର ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆହୁଲା ମରା ଡଙ୍ଗା ଏବଂ କାତ ମରା ଡଙ୍ଗା ଦୁଇ ଭାଗରେ ଏହି ପ୍ରତିଯୋଗୀତା ହୋଇଥିଲା । ଉଭୟ…

ଭାରତୀୟ ନୌସେନା ଦ୍ବାରା ଚିଲିକାରେ ଚାଲିଥିବା  ‘ସ୍ବଚ୍ଛତା ହିଁ  ସେବା’ କାର୍ଯ୍ୟକ୍ରମ ଉଦଯାପିତ, କର୍ମଚାରୀମାନେ ଦେଲେ…

ବାଲୁଗାଁ(କେନ୍ୟୁଜ୍): ଭାରତୀୟ  ନୌସେନା ଦ୍ବାରା ଦୀର୍ଘ ସପ୍ତାହେ ବ୍ୟାପୀ ଚାଲି ରହିଥିବା  ସ୍ବଚ୍ଛତା ହିଁ ସେବା ସପ୍ତାହ ଆଜି ଉଦଯାପନ ହୋଇଛି। ଏହି ସ୍ବଚ୍ଛତା ଅଭିଯାନରେ ନୌସେନା ବାହିନୀରେ ସମସ୍ତ କର୍ମଚାରୀଙ୍କ ପରିବାର ଚିଲିକା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇ…

ଆଇଏନ୍‌ଏସ୍‌ ଚିଲିକାରେ ନୌସେନା ଓ ତଟରକ୍ଷା ବାହିନୀର ପାସିଙ୍ଗ ଆଉଟ ପରେଡ୍‌ ଉତ୍ସବ, ପ୍ରଶିକ୍ଷାର୍ଥୀମାନଙ୍କୁ ଦିଆଗଲା…

ଆଇଏନ୍‌ଏସ୍‌ ଚିଲିକାରେ ଥିବା ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ପ୍ରଶିକ୍ଷଣ ଶିବିରରେ ପାଳିତ ହୋଇଛି ପାସିଂ ଆଉଟ୍‌ ପରେଡ୍‌ ଉତ୍ସବ । ପରେଡ୍‌ରେ ୨୯୮୨ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଏହି ଉତ୍ସବରେ ନୌସେନା କମାଣ୍ଡାଣ୍ଟ ମୁଖ୍ୟ ଭାଇସ୍‌ ଆଡମିରାଲ ଅତୁଲ କୁମାର ଜୈନ ଯୋଗ ଦେଇ…