ପୋଲିସ ହାତରେ ଲାଗିଲା ଝରାଫୁଲ ମୃତ୍ୟୁରେ ବ୍ୟବହୃତ ହୋଇଥିବା ସ୍କୁଟି

ଭୁବନେଶ୍ବର: ଶେଷରେ ପୋଲିସ ହାତରେ ଲାଗିଲା ଝରାଫୁଲ ମୃତ୍ୟୁରେ ବ୍ୟବହୃତ ସ୍କୁଟି । ଘଟଣାରେ ବ୍ୟବହୃତ ସ୍କୁଟିକୁ ଜବତ କରିଛି ପୋଲିସ । ସୁନ୍ଦରପଦା ଅଞ୍ଚଳରୁ ସ୍କୁଟିକୁ ଜବତ କରାଯାଇଛି । ହେଲେ ଏବେ ବି ରହସ୍ୟ ଘେରରେ ରହିଛି ଝରାଫୁଲଙ୍କ ମୃତ୍ୟୁ ।

କେମିତି ଓ କାହିଁକି ଝରାଫୁଲଙ୍କ ମୃତ୍ୟୁ ହୋଇଛି ? ମୃତ୍ୟୁର ସପ୍ତାହେ ପରେ ମଧ୍ୟ ଏହା ଉପରୁ ପରଦା ଉଠାଇ ପାରିନି ପୋଲିସ । ଆଜି ରିମାଣ୍ଡର ଶେଷ ଦିନରେ ବୟଫ୍ରେଣ୍ଡ ରାକେଶର ଭାଇ ଓ ସଂପର୍କୀୟ ଭାଇଙ୍କୁ ପୋଲିସ ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.