Browsing Tag

jharaphula dead body

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକଙ୍କୁ କରାଯାଇଛି ହତ୍ୟା, ସ୍ପଷ୍ଟ କଲେ ଯାଜପୁର ଏସ୍‌ପି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକଙ୍କୁ ହତ୍ୟା କରାଯାଇଛି । ସ୍ପଷ୍ଟ କଲେ ଯାଜପୁର ଏସ୍‌ପି ରାହୁଲ ପିଆର। ଗତକାଲି ଆଉ ଜଣେ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛି କୁଆଖିଆ ପୋଲିସ। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ସହଯୋଗ କରିବା ଅଭିଯୋଗରେ…

ଖୁବଶୀଘ୍ର ଖୋଲିବ ଡେଥ୍‌ ମିଷ୍ଟ୍ରି: ଆସିଲା ଝରାଫୁଲଙ୍କ ଭିସେରା ରିପୋର୍ଟ

ଭୁବନେଶ୍ବର: ଖୁବଶୀଘ୍ର ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ଡେଥ୍‌ ମିଷ୍ଟ୍ରି । ଆସିଲା ଝରାଫୁଲଙ୍କ ଭିସେରା ରିପୋର୍ଟ । ଭିସେରା ରିପୋର୍ଟକୁ ନେଇ ଅଧିକ ତର୍ଜମା କରୁଛି ପୋଲିସ । ଭିସେରା ରିପୋର୍ଟରେ ରହିଛି ମୃତ୍ୟୁ ରହସ୍ୟ। ପୂର୍ବରୁ ଝରାଫୁଲଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଥିଲା। ତେବେ ଏଯାଏ…

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣା: ୧୩ ଦିନ ପରେ ବି କାରଣ ଖୋଜୁଛି ପୋଲିସ୍ , ଆଜି ଆସିପାରେ ଭିସେରା ରିପୋର୍ଟ

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁର କାରଣ କଣ ? ୧୩ ଦିନ ପରେ କାରଣ ଖୋଜୁଛି ପୋଲିସ । ତାଙ୍କୁ ହତ୍ୟା କରାଯାଇଥିବା ଯାଜପୁର ପୋଲିସ ଏକପ୍ରକାର ନିଶ୍ଚିତ ହୋଇଛି । । ବୟଫ୍ରେଣ୍ଡ ରାକେଶ ସ୍ୱାଇଁର ବୟାନ, ପୋଷ୍ଟମର୍ଟମ ରିପୋର୍ଟ ଓ ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟାକାଣ୍ଡ ବୋଲି…

ପୋଲିସ ହାତରେ ଲାଗିଲା ଝରାଫୁଲ ମୃତ୍ୟୁରେ ବ୍ୟବହୃତ ହୋଇଥିବା ସ୍କୁଟି

ଭୁବନେଶ୍ବର: ଶେଷରେ ପୋଲିସ ହାତରେ ଲାଗିଲା ଝରାଫୁଲ ମୃତ୍ୟୁରେ ବ୍ୟବହୃତ ସ୍କୁଟି । ଘଟଣାରେ ବ୍ୟବହୃତ ସ୍କୁଟିକୁ ଜବତ କରିଛି ପୋଲିସ । ସୁନ୍ଦରପଦା ଅଞ୍ଚଳରୁ ସ୍କୁଟିକୁ ଜବତ କରାଯାଇଛି । ହେଲେ ଏବେ ବି ରହସ୍ୟ ଘେରରେ ରହିଛି ଝରାଫୁଲଙ୍କ ମୃତ୍ୟୁ । କେମିତି ଓ କାହିଁକି ଝରାଫୁଲଙ୍କ ମୃତ୍ୟୁ…

ଝରାଫୁଲଙ୍କ ମୃତ୍ୟୁକୁ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ୍, ଆଜି ସରୁଛି ଗିରଫ ବୟଫ୍ରେଣ୍ଡ ରାକେଶର ରିମାଣ୍ଡ ଅବଧି

ଭୁବନେଶ୍ବର: ଅଡୁଆ ସୂତାରେ ଛନ୍ଦି ହୋଇଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ରିମାଣ୍ଡ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଆଜି ସରୁଛି ରାକେଶର ରିମାଣ୍ଡ ଅବଧି। ଗତକାଲି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଧର୍ମବିହାର ଗେଷ୍ଟ ହାଉସକୁ ଆଣି ଡେମୋ ଦେଖାଇବା ସହ…

ଝରାଫୁଲ ଓ ରାକେଶକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଭିଜୁଆଲ୍: ପୋଖରୀପୁଟ ଅଞ୍ଚଳରେ ଘଟଣା ଦିନ ଉଭୟ ଏକାଠି ଖାଇଥିଲେ…

ଭୁବନେଶ୍ବର: ଝରାଫୁଲ ମୃତ୍ୟୁ ଘଟଣାର ଆଉ ଏକ ଭିଜୁଆଲ । ଗୋଟିଏ ପରେ ଗୋଟିଏ ଏକ୍ସଳୁସିଭ୍ ଭିଜୁଆଲ ସାମ୍ନାକୁ ଆସିବାରେ ଲାଗିଛି। ରେଷ୍ଟୁରାଣ୍ଟ ଭିତର ଓ ବାହାର ଭିଜୁଆଲ ଏବେ ହସ୍ତଗତ ହୋଇଛି । ପୋଖରୀପୁଟ ଅଞ୍ଚଳର ବ୍ରଦର୍ସ ରେଷ୍ଟୁରାଣ୍ଟରେ ଖାଇବାର ଭିଜୁଆଲ । ଏହି ରେଷ୍ଟୁରାଣ୍ଟରେ ୨୬ ତାରିଖ…

ଝରାଫୁଲ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଯାଜପୁର ଜିଲ୍ଲା କୋର୍ଟରେ କରାଗଲା ହାଜର

ଯାଜପୁର ଟାଉନ(କେନ୍ୟୁଜ୍):  ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜି ଯାଜପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଛି। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨,୨୦୧ ଏବଂ ଏସ ସି ଏସ ଟି ଧାରାରେ ମୋକଦ୍ଦମା ରୁଜୁ କରାଯାଇଛି।…

ଝରାଫୁଲ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲା ଅଭିଯୁକ୍ତ: କହିଲା ହତ୍ୟା ନୁହେଁ; ଫୁଡ୍‌ ପଏଜନିଂ ଯୋଗୁଁ ହୋଇଛି ମୃତ୍ୟୁ!

ଭୁବନେଶ୍ୱର: ରମାଦେବୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ଝରାଫୁଲ ଓ ରାକେଶ ମୃତ୍ୟୁ ପୂର୍ବଦିନ OYOରେ ଥିଲେ । ଭୁବନେଶ୍ୱର ଧର୍ମବିହାରରେ ରହିଛି ଏହି ହୋଟେଲ। OYO ହୋଟେଲର ଏକ୍ସଲୁସିଭ୍ ଭିଜୁଆଲ୍‌ ସାମ୍ନାକୁ ଆସିଛି। ଭିଜୁଆଲରେ ଭୁବନେଶ୍ୱରରୁ ସ୍କୁଟିରେ ତାଙ୍କୁ ନିଆଯାଉଥିବାର ଦେଖିବାକୁ ମିଳିଛି।…

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ଅଭିଯୁକ୍ତ ରାକେଶକୁ ଗିରଫ ପରେ ଯାଜପୁର ପୋଲିସକୁ କରାଗଲା ହସ୍ତାନ୍ତର, ପ୍ରେମ…

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଗିରଫ । ରାକେଶକୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ । ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କରାଯାଇଛି । ପଚରାଉଚରା ବେଳେ ଉଭୟ ପରସ୍ପରକୁ ଭଲ ପାଉଥିବା କହିଛି ରାକେଶ ସ୍ୱାଇଁ । ପାଣି ପାଇପ୍‌…

RD ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: କମିଶନରେଟ ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ ରାକେଶ ସ୍ବାଇଁ

କେନ୍ୟୁଜ୍(ବ୍ୟୁରୋ): ମୟୁରଭଞ୍ଜର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ରାକେଶ ସ୍ବାଇଁ। ଏୟାର ଫିଲ୍ଡ ଥାନାଧିକାରୀ ରାକେଶକୁ ଅଟକ ରଖିଛନ୍ତି। ଝରାଫୁଲଙ୍କ ବାପାଙ୍କ କହିବାନୁସାରେ ଅଭିଯୁକ୍ତ ରାକେଶ ସ୍ବାଇଁ ଝରାଫୁଲ ସହ ଅଧିକ ମିଳାମିଶା କରୁଥିଲା।…

ବଢ଼ୁଛି ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ, ପରିବାର ଲୋକଙ୍କ ସ୍କାନରରେ ରାକେଶ ନାମକ ଯୁବକ

କରଞ୍ଜିଆ: ଝରାଫୁଲଙ୍କୁ ମାରିଲା କିଏ ? ଏବେବି ମୃତ୍ୟୁ ରହସ୍ୟ ଘେରରେ ରହିଥିବାବେଳେ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ ସୂଚନା ମିଳିଛି। ଦୁଇ ଜଣ ଫେରାର ଥିବାବେଳେ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ଅନ୍ୟ ପଟେ ଝରାଫୁଲର ବାପା…