ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର, ବିଏମସି ପକ୍ଷରୁ ଜାରି ହେଲା ସୂଚନା

ଭୁବନେଶ୍ୱର(କେ ନ୍ୟୁଜ): ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ହେଲା ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମନ୍ଦିର। ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କର୍ତ୍ତୃପକ୍ଷ । ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ଜାରି ହୋଇଛି । କିନ୍ତୁ ପୂର୍ବଭଳି ନୀତିକାନ୍ତି ଚାଲୁ ରହିବ ବୋଲି କୁହାଯାଇଛି ।

ମନ୍ଦିର ବନ୍ଦ ହେଉଥିଲେ ସୁଦ୍ଧା ରୁକୁଣା ରଥ ପରିଚାଳନା କରାଯିବ । ସୂତ୍ରରୁ ଜଣାଯାଇଛିଯେ, କିଛି ସେବାୟତ କୋଭିଡ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ଜାରି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.