ଲକ୍ ଡାଉନକୁ ନେଇ କଡା ପଦକ୍ଷେପ ଉଠାଇଛି ପୁରୀ ଜିଲ୍ଲା ପ୍ରଶାସନ: ବଡ ଦାଣ୍ଡ, ଶ୍ରୀ ମନ୍ଦିର ଓ ବିଭିନ୍ନ ଛକ ଗୁଡିକରେ ଯାନବାହାନ ଚଳାଚଳ ବନ୍ଦ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ଲକ୍ ଡାଉନକୁ ନେଇ କଡା ପଦକ୍ଷେପ ଉଠାଇଛି । ବଡ ଦାଣ୍ଡ, ଶ୍ରୀ ମନ୍ଦିର ଓ ବିଭିନ୍ନ ଛକ ଗୁଡିକରେ ଯାନବାହାନ ଚଳାଚଳ ଓ ଲୋକଙ୍କ ଯାତାୟତରେ ରୋକ ଲାଗିଛି । ସମସ୍ତ ଛକରେ ବାରିକେଡ ସହ ପୋଲିସ ମୁତୟନ କରାଯାଇଛି । ୨୦ଟି ପେଟ୍ରୋଲିଂ ପାର୍ଟି ସହର ସାରା ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକଙ୍କୁ ଅନୁମତି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.