ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବାପା ପୁଅଙ୍କ ଠାରୁ ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

ଟିଟିଲାଗଡ଼(କେନ୍ୟୁଜ୍): ଝାମ୍ପି ନେଲେ ୫ ଲକ୍ଷ ଟଙ୍କା। ଟିଟିଲାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା କାଢି ବାହାରକୁ ଆସୁଥିବା ବେଳେ ଲୁଟେରା ଝାମ୍ପି ନେଲେ ୫ ଲକ୍ଷ ଟଙ୍କା। ଟିଟିଲାଗଡ଼ ସ୍ୱାଧୀନପଡାର ଶିକ୍ଷକ ଅଶୋକ ବେହେରା ଏବଂ ତାଙ୍କ ପୁଅ ବ୍ୟାଙ୍କରୁ ଟଙ୍କା କାଢି ବାହାରକୁ ଆସୁଥିବା ବେଳେ ଲୁଟି ନେଲେ ପାଞ୍ଚ ଲକ୍ଷ ଟଙ୍କା। ଟିଟିଲାଗଡ଼ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।